ସହିଦନଗରରେ ଜବରଦଖଲ ଉଚ୍ଛେଦ: ମାଟିରେ ମିଶିଲା ମନ୍ଦିର

ଭୁବନେଶ୍ବର : ସହିଦନଗରସ୍ଥିତ ଭବାନୀ ମଲ୍‌ ପାର୍ଶ୍ୱରୁ ଶନିବାର ଦିନ ଜବରଦଖଲ ଉଚ୍ଛେଦ କରିଛି ବିଡିଏ। ଗୋଟିଏ ଓମଫେଡ୍‌ ବୁଥ୍‌ ସହ ଗୋଟିଏ କ୍ୟାବିନ୍‌ ଓ ପାଚେରି ଭଙ୍ଗା ଯାଇଥିଲା। ତେବେ ସେଠାରେ ଥିବା ଆଖଣ୍ଡଳମଣି ମନ୍ଦିର ଭଙ୍ଗିବା ବେଳେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଥିଲେ। ଏହାକୁ କେନ୍ଦ୍ର କରି ବିଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଓ ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ ହୋଇଥିଲେ। ମନ୍ଦିରର କିଛି ଅଂଶ ଭଙ୍ଗାଯିବା ପରେ … Continue reading ସହିଦନଗରରେ ଜବରଦଖଲ ଉଚ୍ଛେଦ: ମାଟିରେ ମିଶିଲା ମନ୍ଦିର